അർത്ഥം : ମୋଲଡୋୱା ଲୋକଙ୍କ ଭାଷା
ഉദാഹരണം :
ମୋଲଡୋବା ଭାଷାର ରୋମାନିଆ ଭାଷା ସହିତ ସାମଞ୍ଜସ୍ୟ ରହିଛି
പര്യായപദങ്ങൾ : ମୋଲଡୋବା ଭାଷା, ମୋଲଡୋୱାଇ ଭାଷା
മറ്റ് ഭാഷകളിലേക്കുള്ള വിവർത്തനം :
मोल्डोवा के लोगों की भाषा।
मोल्डोवाई रोमानियाई भाषा से मिलती-जुलती है।അർത്ഥം : ମୋଲଡୋବାର ନିବାସୀ
ഉദാഹരണം :
ଜଣେ ମୋଲଡୋବାବାସୀ ଆମକୁ ମୋଲଡୋବା ବୁଲି ଦେଖାଇଲା
പര്യായപദങ്ങൾ : ମୋଲଡୋବାବାସୀ
മറ്റ് ഭാഷകളിലേക്കുള്ള വിവർത്തനം :
मोल्डोवा का निवासी।
एक मोल्डोवाई ने हमें मोल्डोवा घुमाया।A native or inhabitant of Europe.
europeanഅർത്ഥം : ମୋଲଡୋୱାଇ ଭାଷା ସହିତ ସମ୍ବନ୍ଧିତ ବା ମୋଲଡୋୱାଇ ଭାଷାର
ഉദാഹരണം :
ସେ ମୋଲଡୋୱାଇ ଉପନ୍ୟାସ ପଢ଼ୁପଢ଼ୁ ଶୋଇଗଲା
പര്യായപദങ്ങൾ : ମୋଲଡୋୱାଇ ଭାଷା
അർത്ഥം : ମୋଲଡୋୱା ସହିତ ସମ୍ବନ୍ଧିତ ବା ମୋଲଡୋୱାର
ഉദാഹരണം :
ମୋଲଡୋୱାଇ ସଂସ୍କୃତି ଉପରେ ପଡ଼ୋଶୀ ରାଜ୍ୟ ରୋମାନିୟାର ଅଧିକ ପ୍ରଭାବ ସ୍ପଷ୍ଟ ଜଣାପଡ଼େ
മറ്റ് ഭാഷകളിലേക്കുള്ള വിവർത്തനം :
Of or relating to or characteristic of Moldova or its people or culture.
moldovan