അർത്ഥം : ଶରୀରରୁ ପ୍ରାଣ ବାହାରିବାର କ୍ରିୟା
ഉദാഹരണം :
ଜନ୍ମ ନେବାବାଲାର ମୃତ୍ୟୁ ନିଶ୍ଚିତ
പര്യായപദങ്ങൾ : ଅନ୍ତିମଯାତ୍ରା, ଚିରନିଦ୍ରା, ଦେହାନ୍ତ, ଦେହାବସାନ, ନିଧନମରଣ, ପଞ୍ଚତ୍ୱପ୍ରାପ୍ତି, ପରଲୋକଗମନ, ପ୍ରାଣାନ୍ତ, ମହାନିଦ୍ରା, ମହାପ୍ରସ୍ଥାନ, ମହାପ୍ରୟାଣ, ମହାଯାତ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
शरीर से प्राण निकल जाने के बाद की अवस्था।
जन्म लेने वाले की मृत्यु निश्चित है।