അർത്ഥം : ମାରିବାପାଇଁ ବନ୍ଦ ମୁଠା
ഉദാഹരണം :
ମୋହନ ସୋହନକୁ ମୁଥ ମାରିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାରିକ ନିଜର ଖୁର, କଇଁଚିଆଦି ଉପକରଣ ରଖୁଥିବା ପାତ୍ର
ഉദാഹരണം :
ବାରିକ ମୁଠିରୁ କଇଁଚି ବାହାରକଲା ଏବଂ ବାଳ କାଟିବାକୁ ଲାଗିଲା
പര്യായപദങ്ങൾ : କ୍ଷୁରମୁଠି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ഉദാഹരണം :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
ഉദാഹരണം :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
പര്യായപദങ്ങൾ : ମୁଠା
മറ്റ് ഭാഷകളിലേക്കുള്ള വിവർത്തനം :