അർത്ഥം : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ഉദാഹരണം :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
ഉദാഹരണം :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
പര്യായപദങ്ങൾ : ମୁଠି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାପିବା, କଷିବା ଆଦିର ଉପକରଣ
ഉദാഹരണം :
ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
പര്യായപദങ്ങൾ : ଚାପୁଆଣି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧରିବାର କାର୍ଯ୍ୟ
ഉദാഹരണം :
ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
മറ്റ് ഭാഷകളിലേക്കുള്ള വിവർത്തനം :