അർത്ഥം : ସାହିତ୍ୟଆଦିରେ ସେହି ମହିଳା ଯାହାର ଚରିତ୍ର କୌଣସି କାବ୍ୟ, ନାଟକଆଦିରେ ମୁଖ୍ୟରୂପରେ ଥାଏ
ഉദാഹരണം :
ଏହି ନାଟକର କାହାଣୀ ନାୟିକାକୁ କେନ୍ଦ୍ର କରି ଚାରିପଟେ ଘୁରୁଛି
പര്യായപദങ്ങൾ : ନାୟିକା, ପ୍ରଧାନ ନାୟିକା, ମୁଖ୍ୟପାତ୍ରୀ, ହିରୋଇନ୍
മറ്റ് ഭാഷകളിലേക്കുള്ള വിവർത്തനം :
साहित्य आदि में वह महिला जिसका चरित्र किसी काव्य, नाटक, आदि में मुख्य रूप से आया हो।
इस नाटक की कहानी नायिका के इर्द-गिर्द ही घूमती है।The main good female character in a work of fiction.
heroine