അർത്ഥം : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
ഉദാഹരണം :
ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
പര്യായപദങ്ങൾ : ମୁହଁ
മറ്റ് ഭാഷകളിലേക്കുള്ള വിവർത്തനം :
The externally visible part of the oral cavity on the face and the system of organs surrounding the opening.
She wiped lipstick from her mouth.അർത്ഥം : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
ഉദാഹരണം :
ଏହି ବୋତଲର ମୁହଁ ବହୁତ ସରୁଆ
പര്യായപദങ്ങൾ : ମୁହଁ
മറ്റ് ഭാഷകളിലേക്കുള്ള വിവർത്തനം :
An opening that resembles a mouth (as of a cave or a gorge).
He rode into the mouth of the canyon.അർത്ഥം : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
ഉദാഹരണം :
ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
The opening through which food is taken in and vocalizations emerge.
He stuffed his mouth with candy.അർത്ഥം : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
ഉദാഹരണം :
ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
മറ്റ് ഭാഷകളിലേക്കുള്ള വിവർത്തനം :