അർത്ഥം : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
ഉദാഹരണം :
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
പര്യായപദങ്ങൾ : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୋକ୍ଷ, ମୋଚନ
മറ്റ് ഭാഷകളിലേക്കുള്ള വിവർത്തനം :
जीव की जन्म और मरण के बंधन से छूट जाने की अवस्था।
सच्चे लोगों को मोक्ष की प्राप्ति होती है।(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.
enlightenment, nirvanaഅർത്ഥം : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ഉദാഹരണം :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
The act of reducing something unpleasant (as pain or annoyance).
He asked the nurse for relief from the constant pain.അർത്ഥം : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
ഉദാഹരണം :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
പര്യായപദങ്ങൾ : ଉଦ୍ଧାର, ନିବୃତ୍ତି, ବନ୍ଧନ, ବିମୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The condition of being free. The power to act or speak or think without externally imposed restraints.
freedomഅർത്ഥം : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ഉദാഹരണം :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
പര്യായപദങ്ങൾ : ନିବୃତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୁକ୍ତି ପାଇବାର କ୍ରିୟା
ഉദാഹരണം :
ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ
പര്യായപദങ്ങൾ : ଉଦ୍ଧାର, ନିସ୍ତାର, ମୋକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :
Recovery or preservation from loss or danger.
Work is the deliverance of mankind.അർത്ഥം : ଧନ ଦେଇ ଖଲାସ କରିବା ବା ବନ୍ଧନମୁକ୍ତ କରିବାର କ୍ରିୟା
ഉദാഹരണം :
ଧନ ନେଇବି ତାଙ୍କର ଏ ପର୍ଯ୍ୟନ୍ତ ବନ୍ଧନ ମୁକ୍ତି ହୋଇନାହିଁ
പര്യായപദങ്ങൾ : ବନ୍ଧନ ମୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
धन देकर छुड़ाने या बंधनमुक्त करने या कराने की क्रिया।
उनका फिरौती का वादा झूठा था।The act of freeing from captivity or punishment.
ransomഅർത്ഥം : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ഉദാഹരണം :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
പര്യായപദങ്ങൾ : ଉଦ୍ଧାର, ତାରଣ, ନିସ୍ତାର, ରକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
Recovery or preservation from loss or danger.
Work is the deliverance of mankind.അർത്ഥം : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ഉദാഹരണം :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
പര്യായപദങ്ങൾ : ନିବୃତ୍ତି, ବନ୍ଧନ ମୁକ୍ତ, ବିମୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।