പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ମୁକ୍ତ କରିବା എന്ന വാക്കിന്റെ അർത്ഥവും ഉദാഹരണവും.

ମୁକ୍ତ କରିବା   କ୍ରିୟାପଦ

അർത്ഥം : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା

ഉദാഹരണം : ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ

പര്യായപദങ്ങൾ : ଉଦ୍ଧାର କରିବା, ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତି ପାଇବା


മറ്റ് ഭാഷകളിലേക്കുള്ള വിവർത്തനം :

किसी बंधन या काम से मुक्त होना।

ऋषि अपनी साधना के बल पर संसार के दुःखों से उबरता है।
उद्धार पाना, उबरना, निस्तार पाना, मुक्त होना

Bring into safety.

We pulled through most of the victims of the bomb attack.
bring through, carry through, pull through, save

അർത്ഥം : କାର୍ଯ୍ୟ ବା ଦାୟିତ୍ୱରୁ ମୁକ୍ତ କରିବା

ഉദാഹരണം : ଦୟାକରି ଆପଣ ମୋ ସ୍ଥାନ ଗ୍ରହଣକରି ମୋତେ ମୁକ୍ତ କରନ୍ତୁ

പര്യായപദങ്ങൾ : ସ୍ୱତନ୍ତ୍ର କରିବା, ସ୍ୱାଧୀନ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* कार्यों या उत्तरदायित्वों से मुक्त करना।

कृपया आप मेरी जगह लेकर मुझे मुक्त करें।
मुक्त करना, स्वतंत्र करना

Free from obligations or duties.

discharge, free

അർത്ഥം : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା

ഉദാഹരണം : ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ

പര്യായപദങ്ങൾ : ଖୋଲିବା, ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

अपनी पकड़ से अलग या बंधन से मुक्त करना।

उसने पिंजरे में बंद पक्षियों को आज़ाद किया।
आज़ाद करना, आजाद करना, उन्मुक्त करना, खोलना, छोड़ना, बंधन मुक्त करना, मुक्त करना, स्वतंत्र करना

Grant freedom to. Free from confinement.

free, liberate, loose, release, unloose, unloosen