അർത്ഥം : କୌଣସି ସମସ୍ୟା ଆଦିର ସମାଧାନ କରିବା
ഉദാഹരണം :
ମୁଁ ମୋ ସମସ୍ୟାର ସମାଧାନ କରୁଛି
പര്യായപദങ്ങൾ : ନିରାକରଣ କରିବା, ପ୍ରତିକାର କରିବା, ସମାଧାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Find the solution to (a problem or question) or understand the meaning of.
Did you solve the problem?.അർത്ഥം : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା
ഉദാഹരണം :
ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି
പര്യായപദങ്ങൾ : ବୁଝାଶୁଝା କରିବା, ସମାଧାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात आदि को तय करना या उसका निर्णय करना।
दादाजी झगड़ा निपटा रहे हैं।