അർത്ഥം : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
ഉദാഹരണം :
ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁରେ ଅନ୍ୟବସ୍ତୁ ବା ବସ୍ତୁଗୁଡ଼ିକ ମିଶାଇ ସବୁ ଏକାଠି କରିବା
ഉദാഹരണം :
ଗୋଲାପି ରଙ୍ଗ ତିଆରି କରିବାପାଇଁ ସେ ଲାଲ୍ ଓ ଧଳା ରଙ୍ଗ ମିଶାଇଲେ ଦୁଧବାଲା ଦୁଧରେ ପାଣି ମିଶାଏ
പര്യായപദങ്ങൾ : ଏକତ୍ରିତକରିବା, ଏକାଠିକରିବା, ମିଳାଇବା, ମିଶ୍ରଣକରିବା
മറ്റ് ഭാഷകളിലേക്കുള്ള വിവർത്തനം :