അർത്ഥം : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
ഉദാഹരണം :
ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
ഉദാഹരണം :
ତାକୁ କାର ଧକ୍କା ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
ഉദാഹരണം :
ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।