അർത്ഥം : ଛଅଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
ഉദാഹരണം :
ମାଳତୀର ପ୍ରତ୍ୟେକ ପାଦରେ ଦୁଇଟି ଜଗଣ ଥାଏ
അർത്ഥം : ସୁଗନ୍ଧିତ ଫୁଲର ଏକ ଗଛ
ഉദാഹരണം :
ସାଧୁ ମହାରାଜା ନିଜ କୁଡିଆ ଚାରିପଟେ ମାଳତୀ ଫୁଲ ଲଗେଇଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
Any of several shrubs and vines of the genus Jasminum chiefly native to Asia.
jasmineഅർത്ഥം : ଏକ ଘନ ଲତା ଯାହାର ଫୁଲ ବହୁତ ଭଲ ଲାଗେ
ഉദാഹരണം :
ଆମ ଫୁଲବଗିଚାରେ ମାଳତୀ ମଧ୍ୟ ଲାଗିଛି
മറ്റ് ഭാഷകളിലേക്കുള്ള വിവർത്തനം :
A plant with a weak stem that derives support from climbing, twining, or creeping along a surface.
vineഅർത്ഥം : ବାରଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
ഉദാഹരണം :
ମାଳତୀର ପ୍ରତ୍ୟେକ ଚରଣରେ କ୍ରମରେ ନଗଣ, ଜଗଣ, ଜଗଣ ଏବଂ ରଗଣ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ପ୍ରକାରର ଧଳା ସୁଗନ୍ଧିତ ଫୁଲ
ഉദാഹരണം :
ମାଳତୀର ସୁବାସ ସାରା ବଗିଚାରେ ଭରିଯାଇଛି
പര്യായപദങ്ങൾ : ମଧୁମାଳତୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜାଇ ଭଳି ଏକ ପ୍ରକାରର ଲତାରେ ଫୁଟୁଥିବା ଫୁଲ
ഉദാഹരണം :
ବଗିଚାରେ ମାଳତୀ ବହୁତ ମହକୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛୋଟ ଧଳା ରଙ୍ଗର ଫୁଲ ଯାହା ବହୁତ ସୁବାସିତ
ഉദാഹരണം :
ତାଙ୍କ ଘର ସାମ୍ନାରେ ଚାଲି ଗଲାବେଳେ ମାଳତୀ ଫୁଲର ବାସ୍ନା ଆସେ
പര്യായപദങ്ങൾ : ନବମାଳିକା
മറ്റ് ഭാഷകളിലേക്കുള്ള വിവർത്തനം :