അർത്ഥം : ଅଠା ଲଗାଇ ମାରିବା ମଜୁରି
ഉദാഹരണം :
ମଜୁରିଆ ଏତିକି ପୋଷ୍ଟରର ଅଠା ଲଗାଇ ମାରିବା ମଜୁରି ଦୁଇ ଶହ ଟଙ୍କା ମାଗୁଛି
പര്യായപദങ്ങൾ : ଅଠା ଲଗାଇ ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
Something that remunerates.
Wages were paid by check.അർത്ഥം : ପ୍ରହାର କରିବା
ഉദാഹരണം :
ବଲ୍ଟିକୁ ଗୋଡ଼ରେ ମାର
അർത്ഥം : ଜୀବନ ଶେଷ କରିଦେବା
ഉദാഹരണം :
ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ
പര്യായപദങ്ങൾ : ଜୀବନନେବା, ଶେଷକରିବା, ହତ୍ୟାକରିବା
മറ്റ് ഭാഷകളിലേക്കുള്ള വിവർത്തനം :
जीवन का अंत कर देना।
आतंकवादियों ने पाँच व्यक्तियों को मारा।അർത്ഥം : ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା
ഉദാഹരണം :
ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
പര്യായപദങ്ങൾ : କାଟିବା, ନଷ୍ଟକରିବା
മറ്റ് ഭാഷകളിലേക്കുള്ള വിവർത്തനം :
ताश के खेल में तुरुप के किसी पत्ते द्वारा किसी दूसरे पत्ते को प्रभावहीन करना।
रामू ने तुरुप के पंजे से मेरे एक्के को काटा।അർത്ഥം : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା
ഉദാഹരണം :
ସିପାହୀ ଚୋରକୁ ବହୁତ କୁଟୁଛି
പര്യായപദങ്ങൾ : କୁଟିବା, ମାଡ଼ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
हाथ, पैर आदि से लगातार मारना।
सिपाही चोर को खूब कूट रहा है।അർത്ഥം : ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ)
ഉദാഹരണം :
ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା
പര്യായപദങ്ങൾ : ନିଷ୍କ୍ରିୟ କରିବା, ବଧକରିବା
മറ്റ് ഭാഷകളിലേക്കുള്ള വിവർത്തനം :
गंजीफे, ताश, शतरंज आदि खेलों में विपक्षी के पत्ते, गोटी आदि जीतना।
शतरंजी ने एक प्यादे से प्रतिद्वंदी के वजीर को मारा।അർത്ഥം : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ഉദാഹരണം :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
പര്യായപദങ്ങൾ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ବାଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।