അർത്ഥം : ବ୍ୟବହାର ବା ବିବାଦର କଥା ବା ବିଷୟ
ഉദാഹരണം :
ଆପଣ କାହାର ବ୍ୟକ୍ତିଗତ ମାମଲାରେ ମୁଣ୍ଡପୂରାଇବା ଉଚିତ ନୁହେଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବିଷୟରେ ଦୁଇ ବା ଅଧିକ ବିରୋଧୀ ପକ୍ଷ ରହିଛନ୍ତି ଏବଂ ଯାହାର ସତ୍ୟତା ନିର୍ଣ୍ଣୟ କରିବାକୁ ଅଛି
ഉദാഹരണം :
ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ
പര്യായപദങ്ങൾ : ମକଦମା, ମକଦ୍ଦମା, ମୋକଦମା, ମୋକଦ୍ଦମା
മറ്റ് ഭാഷകളിലേക്കുള്ള വിവർത്തനം :
ऐसी बात जिसके विषय में दो या अधिक विरोधी पक्ष हों और जिसकी सत्यता का निर्णय होने को हो।
राम और श्याम के बीच चल रहे भूमि के विवाद का अभी तक कोई फैसला नहीं हुआ है।A disagreement or argument about something important.
He had a dispute with his wife.