അർത്ഥം : ତଉଲ ବା ଓଜନ କରିବା କ୍ରିୟା
ഉദാഹരണം :
ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
പര്യായപദങ്ങൾ : ଉତ୍ତୋଳନ କରିବା, ତଉଲିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମାପିବା କ୍ରିୟା
ഉദാഹരണം :
ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ
അർത്ഥം : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା
ഉദാഹരണം :
ସେ ମିଟରରେ କନା ମାପୁଛନ୍ତି
പര്യായപദങ്ങൾ : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Determine the measurements of something or somebody, take measurements of.
Measure the length of the wall.