അർത്ഥം : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
ഉദാഹരണം :
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
പര്യായപദങ്ങൾ : କହିପକାଇବା, କହିପକେଇବା, ସ୍ୱୀକାରକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଥା ମାନିବା
ഉദാഹരണം :
ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି
പര്യായപദങ്ങൾ : ଶୁଣିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସହମତ ହେବା
ഉദാഹരണം :
ମୁଁ ଆପଣଙ୍କ କଥା ମାନୁଛି
പര്യായപദങ്ങൾ : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
सहमत होना।
मैं आपकी बात मानता हूँ।അർത്ഥം : କାହାରି ପ୍ରତି ଆଦର ଭାବ ରଖିବା
ഉദാഹരണം :
ମୁଁ ତାଙ୍କୁ ବହୁତ ମାନେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
ഉദാഹരണം :
ସେ ମୋ ଆଦେଶ ମାନିଲା ନାହିଁ
പര്യായപദങ്ങൾ : ପାଳନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Be obedient to.
obeyഅർത്ഥം : କଳ୍ପନା କରିବା
ഉദാഹരണം :
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
പര്യായപദങ്ങൾ : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
മറ്റ് ഭാഷകളിലേക്കുള്ള വിവർത്തനം :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.അർത്ഥം : ସୁନ୍ଦର ବା ଭଲ ଲାଗିବା
ഉദാഹരണം :
ଏହି ପୋଷାକ ଆପଣଙ୍କୁ ମାନୁଛି
പര്യായപദങ്ങൾ : ଭଲ ଲାଗିବା, ଶୋଭିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
सुंदर या अच्छा लगना।
यह पोशाक आप पर खिल रही है।അർത്ഥം : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
ഉദാഹരണം :
ମୁ ନିରାକାର ଈଶ୍ୱରଙ୍କୁ ମାନେ
പര്യായപദങ്ങൾ : ସ୍ୱୀକାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମହତ୍ତ୍ୱ ବୁଝିବା
ഉദാഹരണം :
ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
പര്യായപദങ്ങൾ : ସ୍ୱୀକାରକରିବା
മറ്റ് ഭാഷകളിലേക്കുള്ള വിവർത്തനം :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.