അർത്ഥം : କୌଣସି କାମ ଅଥବା କଥାପାଇଁ ଈଶ୍ୱର ଆଦିଙ୍କ ପାଖରେ ପ୍ରାର୍ଥନା କରିବା
ഉദാഹരണം :
କୃଷକ ବର୍ଷାପାଇଁ ଭଗବାନଙ୍କୁ ମାନସିକ କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य अथवा बात के लिए ईश्वर आदि से प्रार्थना करना।
किसान वर्षा के लिए भगवान से मना रहे हैं।അർത്ഥം : ଦେବତା ଆଦିଙ୍କୁ ଦାନ ବା ପୂଜା କରିବାର ସଙ୍କଳ୍ପ କରିବା
ഉദാഹരണം :
ଜେଜେମା କୂଳଦେବୀଙ୍କୁ ଛେଳି ମାନସିକ କରିଛନ୍ତି
പര്യായപദങ്ങൾ : ଯାଚିବା
മറ്റ് ഭാഷകളിലേക്കുള്ള വിവർത്തനം :