അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପାଣି ଭରିବାର ମାଟିର ଛୋଟ ପାତ୍ର
ഉദാഹരണം : ସେ କଳସୀରେ ପାଣି ଭରି ଆଣିଛି
പര്യായപദങ്ങൾ : କଳସୀ, ଗରା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
पानी भरने का मिट्टी का छोटा बर्तन।
അർത്ഥം : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ഉദാഹരണം : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
പര്യായപദങ്ങൾ : କଳଶ, କୁମ୍ଭ, ଘଟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
അർത്ഥം : ଚୌଡ଼ା ମୁହଁଥିବା ମାଟିର ଏକ ବଡ଼ ପାତ୍ର
ഉദാഹരണം : ଗ୍ରୀଷ୍ମଦିନେ ସୀତା ମାଠିଆରେ ପାଣି ରଖେ
मिट्टी का चौड़े मुँह का एक बड़ा पात्र।
An earthen jar (made of baked clay).
അർത്ഥം : ମାଟିରେ ତିଆରି ଘଡ଼ି
ഉദാഹരണം : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
പര്യായപദങ്ങൾ : ସୁରେଇ
मिट्टी का घड़ा।
അർത്ഥം : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
ഉദാഹരണം : ସେ ମାଠିଆ ବଜାଇବାରେ ନିପୁଣ
പര്യായപദങ്ങൾ : ଘଟ
एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।
ഇൻസ്റ്റാൾ ചെയ്യുക