അർത്ഥം : ମାଟି ଲଗାଇ ମାଜିବା
ഉദാഹരണം :
ଜେଜେ ସ୍ନାନକରିସାରି ସୂର୍ଯ୍ୟଦେବତାଙ୍କୁ ଜଳ ଦେବାପାଇଁ ଢାଳକୁ ମାଜୁଛନ୍ତି
പര്യായപദങ്ങൾ : ଘଷି ପରିଷ୍କାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମଇଳା ଛଡ଼େଇବା ବା ଚକ୍ଚକ୍ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା
ഉദാഹരണം :
ଗାଁଲୋକେ ବାସନକୁସନକୁ ପାଉଁଶ ବା ମାଟିରେ ମାଜନ୍ତି
പര്യായപദങ്ങൾ : ମାଜକରିବା
മറ്റ് ഭാഷകളിലേക്കുള്ള വിവർത്തനം :
मैल छुड़ाने या चिकना करने के लिए किसी वस्तु को रगड़ना।
गाँव के लोग बरतन को राख या मिट्टी से माँजते हैं।