അർത്ഥം : ଧର୍ମ, ସମାଜ, ଆଇନ ଆଦିର ଆଧାରରେ ଯେଉଁ ସ୍ତ୍ରୀଲୋକକୁ ମାର ମର୍ଯ୍ୟାଦା ମିଳିଛି
ഉദാഹരണം :
ମାଆ ମୋତେ ନିଜମାଆ ଠାରୁ ମଧ୍ୟ ଅଧିକ ସ୍ନେହ କରେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
ഉദാഹരണം :
ଏହା ମାଆ ପାର୍ବତୀଙ୍କ ମନ୍ଦିର
മറ്റ് ഭാഷകളിലേക്കുള്ള വിവർത്തനം :
A term of address for a mother superior.
motherഅർത്ഥം : ଜନ୍ମ ଦେଉଥିବା ସ୍ତ୍ରୀ
ഉദാഹരണം :
ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ ମୋର ମା’ ଜଣେ ସାଧ୍ୱୀ ମହିଳା ଶ୍ୟାମା ଶୀଲାର ସଉତୁଣୀ ମା’
പര്യായപദങ്ങൾ : ଜନନୀ, ଜନ୍ମଦାତ୍ରୀ, ବୋଉ, ମାତା, ମା’
മറ്റ് ഭാഷകളിലേക്കുള്ള വിവർത്തനം :
A woman who has given birth to a child (also used as a term of address to your mother).
The mother of three children.അർത്ഥം : କୌଣସି ପୂଜ୍ୟା ବା ଆଦରଣୀୟା ବୟସରେ ବଡ ସ୍ତ୍ରୀ
ഉദാഹരണം :
ମାଆ ଆପଣ ଏଠାରେ ବସି ଯାଆନ୍ତୁ
പര്യായപദങ്ങൾ : ମା