അർത്ഥം : କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
ഉദാഹരണം :
ଏହା ମାଆ ପାର୍ବତୀଙ୍କ ମନ୍ଦିର
മറ്റ് ഭാഷകളിലേക്കുള്ള വിവർത്തനം :
A term of address for a mother superior.
motherഅർത്ഥം : କୌଣସି ପୂଜ୍ୟା ବା ଆଦରଣୀୟା ବୟସରେ ବଡ ସ୍ତ୍ରୀ
ഉദാഹരണം :
ମାଆ ଆପଣ ଏଠାରେ ବସି ଯାଆନ୍ତୁ
പര്യായപദങ്ങൾ : ମାଆ