അർത്ഥം : ପୁରାଣ ଅନୁସାରେ ହଜାରେ ଫଣାଧାରୀ ସେହି ନାଗ ଯାହାଙ୍କ ଫଣା ଉପରେ ଏହି ପୃଥିବୀ ତିଷ୍ଠି ରହିଛି
ഉദാഹരണം :
ଶେଷନାଗଙ୍କୁ ହିନ୍ଦୁମାନଙ୍କର ଗୋଟିଏ ଦେବତା ବୋଲି ବିଚାର କରାଯାଏ
പര്യായപദങ്ങൾ : ଧରଣୀଧର, ଶେଷନାଗ, ସହସ୍ରଫଣି
മറ്റ് ഭാഷകളിലേക്കുള്ള വിവർത്തനം :
पुराणों के अनुसार हजार फनों वाला वह नाग जिसके फनों पर यह पृथ्वी ठहरी हुई है।
शेषनाग हिन्दुओं के एक देवता माने जाते हैं।An imaginary being of myth or fable.
mythical beingഅർത്ഥം : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
ഉദാഹരണം :
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
പര്യായപദങ്ങൾ : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର
മറ്റ് ഭാഷകളിലേക്കുള്ള വിവർത്തനം :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।