പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ମହାବୀର എന്ന വാക്കിന്റെ അർത്ഥവും ഉദാഹരണവും.

ମହାବୀର   ବିଶେଷ୍ୟ

അർത്ഥം : ଚତୁର୍ବିଂଶତମ କିମ୍ବା ଅନ୍ତିମ ଜୈନ ତୀର୍ଥଙ୍କର

ഉദാഹരണം : ମହାବୀରଙ୍କ ପିଲାଦିନର ନାଁ ବର୍ଦ୍ଧମାନ ଥିଲା

പര്യായപദങ്ങൾ : ବର୍ଦ୍ଧମାନ


മറ്റ് ഭാഷകളിലേക്കുള്ള വിവർത്തനം :

चौबीसवें और अन्तिम जैन तीर्थंकर।

महावीर के बचपन का नाम वर्धमान था।
भगवान महावीर, महावीर, महावीर स्वामी, वर्द्धमान, वर्धमान

അർത്ഥം : ବହୁତ ବଡ ବୀର

ഉദാഹരണം : ରାବଣର ସେନାରେ ବହୁତ ସଂଖ୍ୟାରେ ମହାବୀର ଥିଲେ

പര്യായപദങ്ങൾ : ଶ୍ରେଷ୍ଠବୀର


മറ്റ് ഭാഷകളിലേക്കുള്ള വിവർത്തനം :

वह जो बहुत बड़ा वीर हो।

रावण की सेना में बहुत सारे सुभट थे।
प्रवीर, महावीर, वीरेंद्र, वीरेन्द्र, सुभट

അർത്ഥം : ଯୁଦ୍ଧ କ୍ଷେତ୍ରରେ ବୀରତ୍ୱପୂର୍ବକ ଯୁଦ୍ଧ କରୁଥିବା ଯୋଦ୍ଧା

ഉദാഹരണം : ସମର ଭୂମି ରଣବୀରମାନଙ୍କ ରକ୍ତରେ ରଞ୍ଜିତ ହୋଇଥିଲା

പര്യായപദങ്ങൾ : ଯୁଦ୍ଧବୀର, ରଣବୀର


മറ്റ് ഭാഷകളിലേക്കുള്ള വിവർത്തനം :

युद्ध क्षेत्र में वीरतापूर्वक लड़नेवाला योद्धा।

समर भूमि रणवीरों के खून से रंग गयी थी।
युद्धवीर, रणधीर, रणवीर

അർത്ഥം : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ

ഉദാഹരണം : ହନୁମାନ ରାମଙ୍କର ଭକ୍ତ ଥିଲେ

പര്യായപദങ്ങൾ : ଅଞ୍ଜନୀନନ୍ଦନ, ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନପୁତ୍ର, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ହନୁ, ହନୁମନ୍ତ, ହନୁମାନ


മറ്റ് ഭാഷകളിലേക്കുള്ള വിവർത്തനം :

In Hinduism, the monkey god and helper of Rama. God of devotion and courage.

hanuman

ମହାବୀର   ବିଶେଷଣ

അർത്ഥം : ଯେ ବହୁତ ବଡ଼ ବୀର

ഉദാഹരണം : ସେନାପତି କେତେକ ମହାବୀର ଯୋଦ୍ଧାଙ୍କୁ ନିଜ ରଣନୀତି ବିଷୟରେ ଅବଗତ କରାଇଲେ

പര്യായപദങ്ങൾ : ଶୂରବୀର


മറ്റ് ഭാഷകളിലേക്കുള്ള വിവർത്തനം :

जो बहुत बड़ा वीर हो।

सेनापति ने कुछ महावीर योद्धाओं को अपनी रणनीति से अवगत कराया।
महाबीर, महावीर