അർത്ഥം : ଶରୀରର ରକ୍ତ ଶୋଷୁଥିବା ଏକ ଛୋଟ ପରଜୀବି କୀଟ
ഉദാഹരണം :
ମଶା ମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ସେମାନଙ୍କ ବାସସ୍ଥାନରେ କୀଟନାଶକ ଦ୍ରବ୍ୟ ଛିଞ୍ଚା ଗଲା
മറ്റ് ഭാഷകളിലേക്കുള്ള വിവർത്തനം :
Any wingless bloodsucking parasitic insect noted for ability to leap.
fleaഅർത്ഥം : ଗୋଟିଏ ମାଈ ଛୋଟ ଉଡ଼ନ୍ତା ପୋକ ଯେ କାମୁଡ଼େ ଏବଂ ରକ୍ତ ଶୋଷେ
ഉദാഹരണം :
ମଶା କାମୁଡ଼ିବାଯୋଗୁଁ ମୋହନକୁ ମେଲେରିଆ ହୋଇଗଲା
പര്യായപദങ്ങൾ : ଦଂଶକ ପତଙ୍ଗବିଶେଷ
മറ്റ് ഭാഷകളിലേക്കുള്ള വിവർത്തനം :
Two-winged insect whose female has a long proboscis to pierce the skin and suck the blood of humans and animals.
mosquito