അർത്ഥം : ମଳିନ ହେବାର ଅବସ୍ଥା ବା ଭାବ
ഉദാഹരണം :
ତା ମନର ମଳିନତାକୁ ସଫା କରାଯାଇ ପାରିବନାହିଁ
പര്യായപദങ്ങൾ : ଅପବିତ୍ରତା, ଅଶୁଦ୍ଧତା, ଅଶୁଦ୍ଧି, ଅସ୍ୱଚ୍ଛତା, କଳୁଷ, ମଳିନତା
മറ്റ് ഭാഷകളിലേക്കുള്ള വിവർത്തനം :
मलिन होने की अवस्था या भाव।
उसके मन की मलिनता को साफ़ नहीं किया जा सकता।