അർത്ഥം : ପାଦତଳେ ଦବି ବା ଦବାହୋଇ ନଷ୍ଟ ହେବା ବା କରିବାର କ୍ରିୟା
ഉദാഹരണം :
ଭଗବାନ ଶ୍ରୀକୃଷ୍ଣ କାଳୀୟନାଗ ମର୍ଦ୍ଦନ କରିଥିଲେ
പര്യായപദങ്ങൾ : ପଦ ଦଳନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
ഉദാഹരണം :
ପରମେଶ୍ୱର ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
പര്യായപദങ്ങൾ : ନଷ୍ଟୀକରଣ
മറ്റ് ഭാഷകളിലേക്കുള്ള വിവർത്തനം :
The termination of something by causing so much damage to it that it cannot be repaired or no longer exists.
destruction, devastationഅർത്ഥം : ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ
ഉദാഹരണം :
ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
अच्छी तरह से मसलने, पीसने या रगड़ने आदि की क्रिया या भाव।
शरीर के आमर्दन के पश्चात वह स्नान करने चला गया।അർത്ഥം : ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା
ഉദാഹരണം :
ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
മറ്റ് ഭാഷകളിലേക്കുള്ള വിവർത്തനം :
Kneading and rubbing parts of the body to increase circulation and promote relaxation.
massage