അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମାପିବା ଲୋକର କାମ
ഉദാഹരണം : ଧାନ ମପା ସରିଲେ ମୁଁ ଗାଧୋଇବାକୁ ଯିବି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
तौलवाने की क्रिया।
അർത്ഥം : ଯାହା ମପା ହୋଇଛି
ഉദാഹരണം : ଏହି ଚାଉଳ ମପା ହୋଇଛି
പര്യായപദങ്ങൾ : ଓଜନ କରାଯାଇଥିବା, ଓଜନ ହୋଇଥିବା, ତଉଲ କରାଯାଇଥିବା
जो मापा गया हो।
അർത്ഥം : ମାପ ବା ଓଜନ ହୋଇଥିବା
ഉദാഹരണം : ଏହି ମୁଣିରେ ମପା ଧାନ ଅଛି
പര്യായപദങ്ങൾ : ତଉଲା
तौला हुआ।
അർത്ഥം : ମପା ଯିବା
ഉദാഹരണം : ଗରିବଙ୍କୁ ଦେବା ନିମନ୍ତେ ଜମି ମପା ସରିଛି
नापा जाना।
ഇൻസ്റ്റാൾ ചെയ്യുക