അർത്ഥം : ଛପ୍ପୟ ଛନ୍ଦର ଗୋଟିଏ ଭେଦ
ഉദാഹരണം :
ମନୋହରରେ ତେରଟି ଗୁରୁ, ଏକ ଶହ ଛବିଶଟି ଲଘୁ ଏବଂ ଏକ ଶହ ବାଉନଟି ମାତ୍ରା ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ସଂକର ଛନ୍ଦ
ഉദാഹരണം :
ସଂଗୀତଜ୍ଞ ମନୋହର ରାଗରେ ଗାଉଛନ୍ତି
പര്യായപദങ്ങൾ : ମନୋହର ରାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର
ഉദാഹരണം :
ତା ପୁଅ ବହୁତ ସୁନ୍ଦର
പര്യായപദങ്ങൾ : କମନୀୟ, ଚାରୁ, ମନୋଜ୍ଞ, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ, ସୁନ୍ଦର
മറ്റ് ഭാഷകളിലേക്കുള്ള വിവർത്തനം :
जिसकी शक्ल-सूरत अच्छी हो।
उसका लड़का बहुत सुंदर है।Pleasing in appearance especially by reason of conformity to ideals of form and proportion.
A fine-looking woman.അർത്ഥം : ମନକୁ ଲୋଭେଇବା
ഉദാഹരണം :
ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ
പര്യായപദങ്ങൾ : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ଲଳିତ, ସୁନ୍ଦର, ସୁରମ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
देखने में अच्छा और मन को लुभाने वाला।
उसकी चित्रकारी आकर्षक है।Pleasing to the eye or mind especially through beauty or charm.
A remarkably attractive young man.