പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ମନୋମାଳିନ୍ୟ എന്ന വാക്കിന്റെ അർത്ഥവും ഉദാഹരണവും.

ମନୋମାଳିନ୍ୟ   ବିଶେଷ୍ୟ

അർത്ഥം : ମନର ମଳିନତା

ഉദാഹരണം : ମନୋମାଳିନ୍ୟ ଦୂର କରିବାପାଇଁ ଆମର ପ୍ରଯତ୍ନ କରିବା ଉଚିତ


മറ്റ് ഭാഷകളിലേക്കുള്ള വിവർത്തനം :

मन की मलिनता।

हमें मनोमालिन्य को दूर करने का प्रयत्न करना चाहिए।
मनोमालिन्य

The feeling of being alienated from other people.

alienation, disaffection, estrangement

അർത്ഥം : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ

ഉദാഹരണം : ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା

പര്യായപദങ്ങൾ : ଯୁକ୍ତିତର୍କ


മറ്റ് ഭാഷകളിലേക്കുള്ള വിവർത്തനം :

दो व्यक्तियों या दलों का शत्रुतापूर्ण ढंग से अपनी-अपनी बातों पर एक दूसरे के ख़िलाफ अडिग रहने का भाव।

छोटी सी बात को लेकर उन दोनों में ठनाठनी हो गई।
अनबन, ठनाठनी

A state of conflict between persons.

clash, friction

അർത്ഥം : ଶତ୍ରୁହେବାର ଅବସ୍ଥା ବା ଭାବ

ഉദാഹരണം : ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ

പര്യായപദങ്ങൾ : ଅରିତ୍ୱ, ବିଦ୍ୱେଷ, ବିରୋଧ, ବୈର, ଶତ୍ରୁତା


മറ്റ് ഭാഷകളിലേക്കുള്ള വിവർത്തനം :

The feeling of a hostile person.

He could no longer contain his hostility.
enmity, hostility, ill will

അർത്ഥം : ମନୋମାଳିନ୍ୟ କାରଣରୁ କାହାସହ କଥାବାର୍ତ୍ତା ନ କରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ

ഉദാഹരണം : ତାର ପଡ଼ୋଶୀଙ୍କ ସହିତ ଅପଡ଼ ହୋଇଛି

പര്യായപദങ്ങൾ : ଅପଡ଼


മറ്റ് ഭാഷകളിലേക്കുള്ള വിവർത്തനം :

अनबन के कारण किसी से बातचीत न करने की क्रिया, अवस्था या भाव।

उसका अपने पड़ोसी के साथ अबोला चल रहा है।
अबोला