അർത്ഥം : ଯେ ନିଜ ଅଧିନରେ ନାହିଁ
ഉദാഹരണം :
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
പര്യായപദങ്ങൾ : ଉନ୍ମତ୍ତ, ପାଗଳ, ଭ୍ରାନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
Marked by uncontrolled excitement or emotion.
A crowd of delirious baseball fans.അർത്ഥം : ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ഉദാഹരണം :
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
പര്യായപദങ്ങൾ : "ମଦୋନ୍ମତ୍ତ, ପ୍ରମତ୍ତ, ମତୁଆଲା, ମତ୍ତ, ମଦମସ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
Stupefied or excited by a chemical substance (especially alcohol).
A noisy crowd of intoxicated sailors.