അർത്ഥം : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
ഉദാഹരണം :
ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
പര്യായപദങ്ങൾ : ଏକମତ
അർത്ഥം : ସମସ୍ତଙ୍କର ସମ୍ମତି ବା ରାୟ
ഉദാഹരണം :
ଏହି କାମ ସର୍ବସମ୍ମତିରେ କରାଗଲା
പര്യായപദങ്ങൾ : ସର୍ବସମ୍ମତି
മറ്റ് ഭാഷകളിലേക്കുള്ള വിവർത്തനം :
Everyone being of one mind.
unanimity