അർത്ഥം : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
ഉദാഹരണം :
ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
പര്യായപദങ്ങൾ : ପ୍ରବର୍ତ୍ତନା, ପ୍ରରୋଚନା, ମତାଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରିକୁ ଉତ୍ତେଜିତ କରିବା
ഉദാഹരണം :
ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
പര്യായപദങ്ങൾ : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତାଇବା, ପ୍ରବର୍ତ୍ତେଇବା, ମତାଇବା
മറ്റ് ഭാഷകളിലേക്കുള്ള വിവർത്തനം :