അർത്ഥം : ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ
ഉദാഹരണം :
ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
പര്യായപദങ്ങൾ : ସିଦ୍ଧାନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
ഉദാഹരണം :
ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
പര്യായപദങ്ങൾ : ଅଭିମତ, ବିଚାର, ମତାମତ
മറ്റ് ഭാഷകളിലേക്കുള്ള വിവർത്തനം :
A personal belief or judgment that is not founded on proof or certainty.
My opinion differs from yours.അർത്ഥം : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ഉദാഹരണം :
ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
പര്യായപദങ്ങൾ : ଅଭିମତ, ପରାମର୍ଶ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
മറ്റ് ഭാഷകളിലേക്കുള്ള വിവർത്തനം :
A proposal offered for acceptance or rejection.
It was a suggestion we couldn't refuse.അർത്ഥം : ନିର୍ବାଚନ ଆଦି ସମୟରେ କୌଣସି ବ୍ୟକ୍ତି ସପକ୍ଷରେ ଦିଆଯାଉଥିବା ସମ୍ମତି
ഉദാഹരണം :
ଏଥର ନିର୍ବାଚନରେ ତାଙ୍କୁ ଗୋଟିଏ ବି ଭୋଟ ମିଳିବ ନାହିଁ
പര്യായപദങ്ങൾ : ଭୋଟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୁହାହୋଇଥିବା କଥା
ഉദാഹരണം :
ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ ଆମର କଥା ମାନ
മറ്റ് ഭാഷകളിലേക്കുള്ള വിവർത്തനം :