അർത്ഥം : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ഉദാഹരണം :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
പര്യായപദങ്ങൾ : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମୋଦ, ସହଜ, ସହର୍ଷ, ହର୍ଷ
മറ്റ് ഭാഷകളിലേക്കുള്ള വിവർത്തനം :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।അർത്ഥം : ମନକୁ ଆମୋଦିତ କଲାଭଳି କଥା ବା କାମ
ഉദാഹരണം :
ମୋ ସହିତ ଥଟ୍ଟା ତାମସା କରନାହିଁ
പര്യായപദങ്ങൾ : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ହସ ପରିହାସ, ହସ ମଜା, ହାସ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
मन बहलाने वाली बात।
वह सबसे हँसी-मज़ाक़ करते रहता है।