അർത്ഥം : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
ഉദാഹരണം :
ଶ୍ୟାମ ମୋ କକା ପୁଅ ଭାଇ
പര്യായപദങ്ങൾ : ଭାଇ, ଭ୍ରାତ, ସହୋଦର
മറ്റ് ഭാഷകളിലേക്കുള്ള വിവർത്തനം :
A male with the same parents as someone else.
My brother still lives with our parents.അർത്ഥം : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ
ഉദാഹരണം :
ଶ୍ୟାମ ମୋର ନିଜ ଭାଇ
പര്യായപദങ്ങൾ : ଜନ୍ମିତ ଭାଇ, ନିଜ ଭାଇ, ଭାଇ, ସହୋଦର, ସୋଦର
മറ്റ് ഭാഷകളിലേക്കുള്ള വിവർത്തനം :
A male with the same parents as someone else.
My brother still lives with our parents.