അർത്ഥം : ପରଶା ଯାଇଥିବା ଖାଦ୍ୟ ଖାଇବା
ഉദാഹരണം :
ପ୍ରବଚନ ସରିବା ପରେ ଭକ୍ତମାନେ ଧାଡ଼ିରେ ବସି ଭୋଜନ କରୁଥିଲେ
പര്യായപദങ്ങൾ : ଖାଇବା
മറ്റ് ഭാഷകളിലേക്കുള്ള വിവർത്തനം :
Eat a meal. Take a meal.
We did not eat until 10 P.M. because there were so many phone calls.അർത്ഥം : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା
ഉദാഹരണം :
ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି
പര്യായപദങ്ങൾ : ଆହାର କରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ପୋଷଣ କରିବା, ବର୍ଦ୍ଧନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।
महात्माजी केवल फल और दूध पर अपने को पोषित करते हैं।