അർത്ഥം : ଖାଦ୍ୟ ଖାଇବା କ୍ରିୟା
ഉദാഹരണം :
ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
പര്യായപദങ്ങൾ : ଅନ୍ନ ଗ୍ରହଣ, ଆହାର, ଖାଦ୍ୟଗ୍ରହଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
ഉദാഹരണം :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
പര്യായപദങ്ങൾ : ଉପଭୋଗ, ଖାଇବା, ଗ୍ରହଣ କରିବା, ସେବନ
മറ്റ് ഭാഷകളിലേക്കുള്ള വിവർത്തനം :
The act of using.
He warned against the use of narcotic drugs.അർത്ഥം : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
ഉദാഹരണം :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
പര്യായപദങ്ങൾ : ଆହାର, ଭକ୍ଷ ପଦାର୍ଥ, ଶିକାର
മറ്റ് ഭാഷകളിലേക്കുള്ള വിവർത്തനം :
मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।
छिपकली ने शिकार को अपनी जीभ से लपक लिया।The usual food and drink consumed by an organism (person or animal).
diet