പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଭେଟିବା എന്ന വാക്കിന്റെ അർത്ഥവും ഉദാഹരണവും.

ଭେଟିବା   କ୍ରିୟାପଦ

അർത്ഥം : କାହା ସହିତ ଦେଖା କରିବା ବା ଭେଟିବା

ഉദാഹരണം : ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ

പര്യായപദങ്ങൾ : ଦେଖାକରିବା, ମିଶିବା, ସାକ୍ଷାତ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

किसी से मिलना या भेंट करना।

उसने शहर में अपने संबंधियों से भेंट की।
भेंट करना, भेंटना, मिलना, मुलाक़ात करना, मुलाकात करना

Go to see for a social visit.

I went to see my friend Mary the other day.
see

അർത്ഥം : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା

ഉദാഹരണം : ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି

പര്യായപദങ്ങൾ : ଏକତ୍ର ହେବା, ଦେଖାହେବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* नियमित रूप से मिलना विशेषकर स्त्री पुरुष का या किसी के साथ स्थिर संबंध रखना।

वह एक अधेड़ आदमी से मिल रही है।
वह फिर से अपनी पहली बीबी से मिल रहा है।
डेट करना, मिलना

അർത്ഥം : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା

ഉദാഹരണം : ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ

പര്യായപദങ്ങൾ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ମିଳିବା, ମିଶିବା, ସଂଘବଦ୍ଧ ହେବା


മറ്റ് ഭാഷകളിലേക്കുള്ള വിവർത്തനം :

सार्वजनिक उद्देश्य या कार्य के लिए मिलना।

देश की उन्नति के लिए हम सभी मिलें।
एक होना, मिलना, संबद्ध होना

Join for a common purpose or in a common action.

These forces combined with others.
combine