അർത്ഥം : କୌଣସି ବିଶିଷ୍ଟ ସାମାଜିକ ପରିସ୍ଥିତିରେ କୌଣସି ବ୍ୟକ୍ତିର ବ୍ୟବହାର ବା କାର୍ଯ୍ୟ
ഉദാഹരണം :
କାହାରି ବିବାହରେ ତାହାର ମାତାପିତାଙ୍କ ଭୂମିକା ମହତ୍ବପୂର୍ଣ୍ଣ ହୋଇଥାଏ
പര്യായപദങ്ങൾ : ରୋଲ୍
മറ്റ് ഭാഷകളിലേക്കുള്ള വിവർത്തനം :
Normal or customary activity of a person in a particular social setting.
What is your role on the team?.അർത്ഥം : ନାଟକରେ କୌଣସି ପାତ୍ରର ଅଭିନୟ
ഉദാഹരണം :
ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
An actor's portrayal of someone in a play.
She played the part of Desdemona.അർത്ഥം : କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
ഉദാഹരണം :
ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି
പര്യായപദങ്ങൾ : ଅବତରଣିକା, ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ମୁଖବନ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଶେଷ ଅଭିନୟକର୍ତ୍ତା ବା ଅଭିନୟପାଇଁ ନିର୍ଦ୍ଧାରିତ ମନୋରଞ୍ଜନର ଏକ ଅଂଶ
ഉദാഹരണം :
ନିର୍ଦ୍ଦେଶକ ନାୟକଙ୍କ ଭୂମିକା ବଦଳାଇଦେଲେ
പര്യായപദങ്ങൾ : ସ୍ପାଟ୍
മറ്റ് ഭാഷകളിലേക്കുള്ള വിവർത്തനം :
A section of an entertainment that is assigned to a specific performer or performance.
They changed his spot on the program.