അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
ഉദാഹരണം : ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
പര്യായപദങ്ങൾ : ଅପରାଧ, ଅଶୁଦ୍ଧି, ତ୍ରୁଟି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह कार्य जो लापरवाही या ग़लत विचार के कारण होता है।
A wrong action attributable to bad judgment or ignorance or inattention.
അർത്ഥം : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
ഉദാഹരണം : ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
പര്യായപദങ്ങൾ : ଅପରାଧ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
कोई ऐसा काम जो किसी विधि या विधान के विरुद्ध हो और जिसके लिए कर्ता को दंड मिल सकता हो।
അർത്ഥം : ଯାହା ଠିକ୍ ନୁହେଁ
ഉദാഹരണം : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
പര്യായപദങ്ങൾ : ଅଶୁଦ୍ଧ
जो सही न हो।
അർത്ഥം : ଯିଏ ଅସତ୍ୟରେ ପୂର୍ଣ୍ଣ
ഉദാഹരണം : ସାକ୍ଷୀର ମିଥ୍ୟା ବୟାନ ଯୋଗୁଁ ନିର୍ଦ୍ଦୋଷୀକୁ ଫାସୀ ଦଣ୍ଡ ମିଳିଲା
പര്യായപദങ്ങൾ : ଅମୂଳକ, ଅସତ୍ୟ, ମିଛ, ମିଥ୍ୟା
जो असत्यता से भरा हुआ हो।
Not according with the facts.
ഇൻസ്റ്റാൾ ചെയ്യുക