അർത്ഥം : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
ഉദാഹരണം :
ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
മറ്റ് ഭാഷകളിലേക്കുള്ള വിവർത്തനം :
A preparation of the leaves and flowers of the hemp plant. Much used in India.
bhangഅർത്ഥം : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
ഉദാഹരണം :
ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଛୋଟଗଛର ପତ୍ରକୁ ଲୋକେ ବାଟି ନିଶା ନିମନ୍ତେ ପିଅନ୍ତି
ഉദാഹരണം :
ସେ ଲୁଚିଛପି ଭାଙ୍ଗ ଖେତ କରେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କନା, କାଗଜ ଆଦିରେ ପକାଯାଉଥିବା ଭାଙ୍ଗ
ഉദാഹരണം :
ଜେଜେ ତାଙ୍କ ଧୋତିରେ କୁଞ୍ଚ ପକାଇ ପିନ୍ଧୁଛନ୍ତି
പര്യായപദങ്ങൾ : କୁଞ୍ଚ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶରୀରର ଚମଡ଼ା ଉପରେ ହେଉଥିବା ସଙ୍କୋଚନ
ഉദാഹരണം :
ବୟସ ବଢିବା ସଙ୍ଗେ ସଙ୍ଗେ ଚେହେରା ଉପରେ ଭାଙ୍ଗ ଆସିଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
ഉദാഹരണം :
ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।