അർത്ഥം : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
ഉദാഹരണം :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
പര്യായപദങ്ങൾ : କଟୂବାଣୀ, ଗାଳି, ଧମକ, ଶୋଧା
മറ്റ് ഭാഷകളിലേക്കുള്ള വിവർത്തനം :
A severe scolding.
bawling out, castigation, chewing out, dressing down, earful, going-over, upbraidingഅർത്ഥം : ଭର୍ତ୍ସନା କରି କହିଥିବା କଥା
ഉദാഹരണം :
ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି
പര്യായപദങ്ങൾ : ଗାଳି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
ഉദാഹരണം :
ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
പര്യായപദങ്ങൾ : କଟୂବାକ୍ୟ, ଗାଳି, ତିରସ୍କାର
മറ്റ് ഭാഷകളിലേക്കുള്ള വിവർത്തനം :
An act or expression of criticism and censure.
He had to take the rebuke with a smile on his face.