അർത്ഥം : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
പര്യായപദങ്ങൾ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଜଳେଇବାପାଇଁ ନିଆଁରେ ପକାଇବା
ഉദാഹരണം :
ରୋଷେଇ କଳାବେଳେ ସୀତା ବାରମ୍ବାର କୁଟା ଚୁଲିରେ ମୋହୁଁଥିଲା
പര്യായപദങ്ങൾ : ପୂରେଇବା, ମୋହିଁବା
മറ്റ് ഭാഷകളിലേക്കുള്ള വിവർത്തനം :
कोई वस्तु जलाने के लिए आग में फेंकना।
खाना बनाते समय सीता बार-बार भूसी आदि चूल्हे में झोंक रही थी।Stir up or tend. Of a fire.
stoke