അർത്ഥം : ଖାଲି ଆସନ,ପଦ ଆଦିରେ କାହାରିକୁ ବସାଇ ବା ନିଯୁକ୍ତ କରି ସ୍ଥାନ ପୂରଣ କରିବା
ഉദാഹരണം :
ମନ୍ତ୍ରୀ ମହୋଦୟ ସାରା ବିଭାଗ ନିଜ ଭାଇ-ବନ୍ଧୁମାନଙ୍କ ଦ୍ବାରା ଭରି ଦେଇଛନ୍ତି
അർത്ഥം : ଭଣ୍ଡାରରେ ରଖିବା
ഉദാഹരണം :
ସେ ଧାନକୁ କୋଠିରେ ଭରିଲେ
പര്യായപദങ്ങൾ : ଗଚ୍ଛିତ କରିବା, ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
Keep or lay aside for future use.
Store grain for the winter.അർത്ഥം : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
പര്യായപദങ്ങൾ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭର୍ତ୍ତିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା
ഉദാഹരണം :
ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି
പര്യായപദങ്ങൾ : ପୂର୍ଣ୍ଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
खाली जगह को पूर्ण करने के लिए उसमें कोई वस्तु आदि डालना।
मजदूर सड़क के किनारे का गड्ढा भर रहा है।