അർത്ഥം : କାହାର ଭରଣପୋଷଣପାଇଁ ଦିଆଯାଉଥିବା ଧନ
ഉദാഹരണം :
ସରକାର ବିଧବା ଓ ବୃଦ୍ଧଲୋକମାନଙ୍କ ଜୀବନଯାପନ ପାଇଁ ଭତ୍ତା ଦେଉଛନ୍ତି
പര്യായപദങ്ങൾ : ଅନୁକମ୍ପାରାଶି
മറ്റ് ഭാഷകളിലേക്കുള്ള വിവർത്തനം :
A sum of money allotted on a regular basis. Usually for some specific purpose.
stipendഅർത്ഥം : ଯେଉଁ ମାସିକ ବା ବାର୍ଷିକ ବୃତ୍ତି କୌଣସି ବ୍ୟକ୍ତିଙ୍କ ପୂର୍ବର ସେବା ବଦଳରେ ତାଙ୍କୁ ବା ତାଙ୍କ ପରିବାରର ଲୋକଙ୍କୁ ମିଳେ
ഉദാഹരണം :
ତାଙ୍କୁ ମାସକୁ ଦଶ ହଜାର ଟଙ୍କା ପେନ୍ସନ୍ ମିଳୁଛି
പര്യായപദങ്ങൾ : ପେନ୍ସନ୍
മറ്റ് ഭാഷകളിലേക്കുള്ള വിവർത്തനം :
वह मासिक अथवा वार्षिक वृत्ति जो किसी को उसकी पिछली या बहुत दिनों की सेवाओं के बदले में उसे या उसके परिवार के लोगों को मिलती है।
उन्हें दस हज़ार रुपए पेन्शन मिलती है।A regular payment to a person that is intended to allow them to subsist without working.
pensionഅർത്ഥം : କୌଣସି କର୍ମଚାରୀଙ୍କୁ ଯାତ୍ରା ଆଦି ସମୟରେ ବା କୌଣସି ଅତିରିକ୍ତ କାର୍ଯ୍ୟ କରିବାପାଇଁ ଯେଉଁ ଦୈନିକ ବା ମାସିକ ଖର୍ଚ୍ଚ ମିଳେ
ഉദാഹരണം :
ଆପଣଙ୍କୁ କେତେ ଆବାସିକ ଭତ୍ତା ମିଳୁଛି
പര്യായപദങ്ങൾ : ଏଲାଉନ୍ସ୍
മറ്റ് ഭാഷകളിലേക്കുള്ള വിവർത്തനം :
An amount allowed or granted (as during a given period).
Travel allowance.