അർത്ഥം : କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ
ഉദാഹരണം :
ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତିମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ
പര്യായപദങ്ങൾ : ଧ୍ୱଂସ
മറ്റ് ഭാഷകളിലേക്കുള്ള വിവർത്തനം :
राष्ट्र, शासन, अर्थव्यवस्था, किसी वस्तु आदि को गम्भीर क्षति पहुँचाने या नष्ट करने का कार्य।
मज़दूरों ने अपनी माँग मनवाने के लिए तोड़-फोड़ की नीति अपनाई।A deliberate act of destruction or disruption in which equipment is damaged.
sabotageഅർത്ഥം : ଭଙ୍ଗାରୁଜା କରିବାର କର୍ମ ବା ଭାବ
ഉദാഹരണം :
ଗୁଣ୍ଡାମାନେ ଘରେ ଭଙ୍ଗାରୁଜା କରିବା ପରେ ଘର ମାଲିକକୁ ଧମକ ଦେଇ ଚାଲିଗଲେ
അർത്ഥം : ଭଙ୍ଗାରୁଜା କରିବା ପ୍ରକ୍ରିୟା
ഉദാഹരണം :
ମୂର୍ତ୍ତି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍ ଧରି ନେଇଗଲା
പര്യായപദങ്ങൾ : ଖଣ୍ଡନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଭାଙ୍ଗିରୁଜି ଯାଇଛି
ഉദാഹരണം :
ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ
പര്യായപദങ്ങൾ : ଜୀର୍ଣ୍ଣ ଶୀର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :