അർത്ഥം : ଟଙ୍କାପଇସାଆଦି ବଦଳାଇବା
ഉദാഹരണം :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
പര്യായപദങ്ങൾ : ଖୁଚୁରାନଥିବା, ବଦଳାଇବା, ଭାଙ୍ଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାନ୍ଥ,ଘର ଆଦି ଅନ୍ୟ କାହାଦ୍ୱାରା ଭଙ୍ଗାଇବା ବା ଧ୍ୱସ୍ତ କରାଇବା
ഉദാഹരണം :
ଠିକାଦାର ବଡ଼ ଅଟ୍ଟାଳିକା ଗଢ଼ିବାପାଇଁ ଗରିବମାନଙ୍କର ଘରକୁ ଭଙ୍ଗାଇଦେଲା
പര്യായപദങ്ങൾ : ଧ୍ୱଂସ କରାଇବା, ଧ୍ୱସ୍ତ କରାଇବା, ନଷ୍ଟ କରାଇବା, ଭଗ୍ନ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଡ଼ ମୁଦ୍ରା ବା ନୋଟକୁ ସେହି ମୂଲ୍ୟର ଛୋଟଛୋଟ ମୁଦ୍ରା ବା ନୋଟରେ ବଦଳାଇବା
ഉദാഹരണം :
ରହିମ ରିକ୍ସାଭଡ଼ା ଦେବାପାଇଁ ଶହେ ଟଙ୍କା ଭଙ୍ଗାଇଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
ഉദാഹരണം :
ରିକ୍ସାବାଲାକୁ ପଇସା ଦେବାପାଇଁ ସେ ପାଞ୍ଚଶହ ଟଙ୍କିଆ ନୋଟକୁ ଭଙ୍ଗାଇଲା
പര്യായപദങ്ങൾ : ଖୁଚୁରାକରାଇବା, ରେଜାକରାଇବା
മറ്റ് ഭാഷകളിലേക്കുള്ള വിവർത്തനം :