അർത്ഥം : ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
ഉദാഹരണം :
ଇଶ୍ୱର ସର୍ବବ୍ୟାପୀ ଇଶ୍ୱର ଆମ ସମସ୍ତଙ୍କ ରକ୍ଷକ
പര്യായപദങ്ങൾ : ଅନ୍ତର୍ଯ୍ୟାମୀ, ଆଦିକର୍ତ୍ତା, ଆଦିକାରଣ, ଇଶ, ଈଶ୍ୱର, ବିଭୁ, ଭବଧାରଣ, ସମସ୍ତଙ୍କ ରକ୍ଷକ, ସର୍ବବ୍ୟାପୀ, ସର୍ବରକ୍ଷକ
മറ്റ് ഭാഷകളിലേക്കുള്ള വിവർത്തനം :
धर्मग्रंथों द्वारा मान्य वह सर्वोच्च सत्ता जिसे सृष्टि का स्वामी माना जाता है।
ईश्वर सर्वव्यापी है।The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme beingഅർത്ഥം : ଯେଉଁ ବ୍ୟକ୍ତି ନିଜ ଭଲ ଗୁଣପାଇଁ ଅନ୍ୟକୁ ଭଗବାନ ଭଳି ଲାଗନ୍ତି
ഉദാഹരണം :
ଗାନ୍ଧିଜୀ ମୋପାଇଁ ଭଗବାନ ସଦୃଶ
മറ്റ് ഭാഷകളിലേക്കുള്ള വിവർത്തനം :
A man of such superior qualities that he seems like a deity to other people.
He was a god among men.അർത്ഥം : ସେହି ସବୁଠାରୁ ପରମ ଓ ନିତ୍ୟ ଚେତନ ସତ୍ତା ଯାହା ଜଗତର ମୂଳ କାରଣ ଏବଂ ସତ୍, ଚିତ୍,ଆନନ୍ଦର ସ୍ୱରୂପଭାବେ ଗ୍ରହଣୀୟ
ഉദാഹരണം :
ବ୍ରହ୍ମ ଏକ
പര്യായപദങ്ങൾ : ଅମୃତଗର୍ଭ, ଚିଦାନନ୍ଦ, ଚିନ୍ତାମଣି, ବିଭୁ, ବିଶ୍ୱକର୍ତ୍ତା, ବ୍ରହ୍ମ, ସଚ୍ଚିଦାନନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme being