അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କାହାକୁ ଦେବତୁଲ୍ୟ ମାନିକରି ତାଙ୍କୁ ଭକ୍ତି କରୁଥିବା ବା ତାଙ୍କୁ ପରମ ମହତ୍ମା ମାନୁଥିବା ବ୍ୟକ୍ତି
ഉദാഹരണം : ସେ ଗାନ୍ଧିଜୀଙ୍କର ବଡ଼ ଭକ୍ତ
പര്യായപദങ്ങൾ : ଉପାସକ, ଦାସ, ପୂଜାରୀ, ସେବକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी को देवतुल्य मानकर उसकी भक्ति करनेवाला या उसका परम महत्त्व माननेवाला व्यक्ति।
An ardent follower and admirer.
അർത്ഥം : ଯେ ପୂଜା କରେ
ഉദാഹരണം : ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
പര്യായപദങ്ങൾ : ଉପାସକ, ପୂଜକ, ପୂଜାରୀ
वह जो पूजा करता हो।
Someone who prays to God.
അർത്ഥം : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
ഉദാഹരണം : ସେ ହନୁମାନ ଭକ୍ତ
പര്യായപദങ്ങൾ : ଉପାସକ, ପୂଜାରୀ, ସେବକ
वह जो ईश्वर या देवता आदि की भक्ति करता है।
One bound by vows to a religion or life of worship or service.
അർത്ഥം : ଉପାସନା ବା ପୂଜା କରୁଥିବା ଲୋକ
ഉദാഹരണം : ଉପାସକର ସବୁ କାମନା ପୂର୍ଣ୍ଣ ହୋଇଗଲା
പര്യായപദങ്ങൾ : ଆରାଧକ, ଉପାସକ, ପୂଜକ, ପୂଜାରୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
उपासना या पूजा करने वाला।
ഇൻസ്റ്റാൾ ചെയ്യുക