അർത്ഥം : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
ഉദാഹരണം :
ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
പര്യായപദങ്ങൾ : ବସ୍ତାନି, ସ୍କୁଲବ୍ୟାଗ
മറ്റ് ഭാഷകളിലേക്കുള്ള വിവർത്തനം :
A bag for carrying school books and supplies.
Found just the right dictionary to fit into his schoolbag.അർത്ഥം : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
ഉദാഹരണം :
ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
പര്യായപദങ്ങൾ : ପର୍ସ, ହ୍ୟାଣ୍ଡବ୍ୟାଗ
മറ്റ് ഭാഷകളിലേക്കുള്ള വിവർത്തനം :
A container used for carrying money and small personal items or accessories (especially by women).
She reached into her bag and found a comb.